ଉଦରପିଶାଚ Udarapiṡācha

  • ସଂ. ବିଣ. ପୁଂ ( 7 ମୀ ତତ୍; ଉଦର ବିଷୟରେ ପିଶାଚ) — ଖାଦ୍ୟ ବିଷୟରେ ଯଥେଚ୍ଛାଚାରୀ; ଯଥେଚ୍ଛଭୋଜୀ—Voracious.