ଉଦଙ୍ମୁଖ Udaṅmukha

  • ସଂ. ବିଣ. (ବହୁବ୍ରୀହି ଉଦକ୍=ଉତ୍ତରଦିଗ ଆଡ଼କୁ+ମୁଖ=ମୁହଁ) — ଉତ୍ତରମୁହାଁ; ଉତ୍ତରଦିଗକୁ ମୁହଁ କରିଥିବା