ଉଦଗାରିବା Udagāribā

  • ଗ୍ରା. ପଦ୍ୟ. କ୍ରି — ଉଗାରିବା (ଦେଖ)
  • ଗ୍ରା. ପଦ୍ୟ. କ୍ରି — ମୁଖ ଦେଇ ରକ୍ତ ପକାଇ ଉଦଗାରି, ଶୋଇଛନ୍ତି ଏରୂପେ ବହୁ ମରି ମରି —କୃଷ୍ଣସିଂହ ମହାଭାରତ, ଦ୍ରୋଣ।