ଉଦକମଣ୍ଡଳ Udakamaṇḍaḻa

  • ଦେ. ବି. (ନାମ) — ଦକ୍ଷିଣ ଅଞ୍ଚଳରେ ମହୀଶୂରସ୍ଥ ନୀଳଗିରି ପର୍ବତର ଅଧିତ୍ୟକାରେ ଅବସ୍ଥିତ ଗ୍ରୀଷ୍ମନିବାସ; ଉତକାମଣ୍ଡ
  • ଦେ. ବି. (ନାମ) — [ଦ୍ର —ଏଠାରେ ସର୍ବଦା ମେଘମାଳା କ୍ରୀଡ଼ା କରୁଥିବାରୁ ସମ୍ଭବତଃ ଏହି ନାମ; ଏହା ମାନ୍ଦ୍ରାଜପ୍ରଦେଶର ଲାଟ୍ ଓ ଅନ୍ୟାନ୍ୟ ବଡ଼ ଲୋକଙ୍କର ଗ୍ରୀଷ୍ମନିବାସ। ଏହାର ଦେଶୀୟ ଅପଭ୍ରଷ୍ଟ ନାମ ଭତ୍ତକାମଣ୍ଡ ଓ ଇଂରାଜମାନେ ଏହାକୁ ସଂକ୍ଷେପରେ 'Ooty' (ଊଟୀ) ନାମରେ ଡାକନ୍ତି।]