ଉଦକପରୀକ୍ଷା Udakaparīkshā

  • ସଂ. ବି ( 3 ୟା ତତ୍;) — ଜଳମାଣ୍ଡୁ; ଜଳରେ ପଶି ବା ଜଳଦ୍ୱାରା କୌଣସି ଅଜ୍ଞାତ ବିଷୟରେ ସତ୍ୟାସତ୍ୟ ବା ଅଭିଯୁକ୍ତ ବ୍ୟକ୍ତିର ନିର୍ଦ୍ଦୋଷତା ନିରୂପଣ କରିବାରୂପ ପ୍ରାଚୀନ ରୀତି