ଉଦକକ୍ରିୟା Udakakriyā

  • ସଂ. ବି. ( 6 ଷ୍ଠୀ ତତ୍; ଉଦକ+କ୍ରିୟା) — ଉଦକକର୍ମ (ଦେଖ) — Udakakarma (See)
  • ସଂ. ବି. ( 6 ଷ୍ଠୀ ତତ୍; ଉଦକ+କ୍ରିୟା) — ତାହା ଦେଖି ଦତ୍ତଙ୍କ କୁଣ୍ଡଳୀ ମହୀଦେଶେ, ଥୋଇ ଦେଇ ଉଦକକ୍ରିୟାକୁ ଗଲେ ସେ —କୃଷ୍ଣସିଂହ ମହାଭାରତ, ଆଦି।