ଉତ୍ସେଚନ Utsechana

  • ସଂ. ବି. (ଉତ୍+ସିଚ ଧାତୁ+ଭାବ. ଅନ) — ପାଣି ଆଦି ଛିଞ୍ଚିବା — Sprinkling
  • ସଂ. ବି. (ଉତ୍+ସିଚ ଧାତୁ+ଭାବ. ଅନ) — କ୍ଷେତ୍ରରେ ପାଣି ମଡ଼ାଇବା — Irrigation of fields
  • ସଂ. ବି. (ଉତ୍+ସିଚ ଧାତୁ+ଭାବ. ଅନ) — ଜଳ ବରଷିବା — Showering
  • ସଂ. ବି. (ଉତ୍+ସିଚ ଧାତୁ+ଭାବ. ଅନ) — ଜଳାଦିର ବହିଃନିଃସରଣ — Spouting out of water
  • ସଂ. ବି. (ଉତ୍+ସିଚ ଧାତୁ+ଭାବ. ଅନ) — ଜଳବୃଦ୍ଧି; ପାଣିବଢ଼ି — Flood; inundation