ଉତ୍ସିକ୍ତ Utsikta

  • ସଂ. ବିଣ. (ଉତ୍=ଉପରେ+ସିଚ୍ ଧାତୁ+କର୍ମ. ତ) — ଉପରିଭାଗରେ ଓଦା — Wet outside; wet on the surface
  • ସଂ. ବିଣ. (ଉତ୍=ଉପରେ+ସିଚ୍ ଧାତୁ+କର୍ମ. ତ) — ଉପରେ ଛିଞ୍ଚା ହୋଇଥିବା — Sprinkled over; be sprinkled
  • ସଂ. ବିଣ. (ଉତ୍=ଉପରେ+ସିଚ୍ ଧାତୁ+କର୍ମ. ତ) — (+କର୍ତ୍ତୃ. ତ) ଗର୍ବିତ; ଉଦ୍ଧତ; ଧୃଷ୍ଟ — Proud; presumptuous; haughty