ଉତ୍ସାହିତ Utsāhita;

  • ସଂ. ବିଣ. (ଉତ୍ସାହ+ଅଛି ଅର୍ଥରେ. ଇତ) — ଉତ୍ସାହପ୍ରାପ୍ତ; ହେମତ୍ ପାଇଥିବା — Stimulated; encouraged
  • ସଂ. ବିଣ. (ଉତ୍ସାହ+ଅଛି ଅର୍ଥରେ. ଇତ) — ଉତ୍ତେଜିତ — Prompted (to do a thing)
  • ସଂ. ବିଣ. (ଉତ୍ସାହ+ଅଛି ଅର୍ଥରେ. ଇତ) — ଅନ୍ୟଦ୍ୱାରା ଉତ୍ସାହ ପାଇବାକୁ ଯାହାର ସାହାସ ବଢ଼ି ଥାଏ — Emboldened