ଉତ୍ସାହା Utsāhā
- ଗ୍ରା. ପଦ୍ୟ. ବି. (ସଂ. ଉତ୍ସାହ) — ଉତ୍ସାହ (ଦେଖ)
- ଗ୍ରା. ପଦ୍ୟ. ବି. (ସଂ. ଉତ୍ସାହ) — କର୍ମକୁ ପରାକ୍ରମ ନୁହେ ଯେବେ ସାହା, ତେବେ ତାହାର ଭାରି ଯାଏ ଟି ଉତ୍ସାହା। —ସାରଳା ମହାଭାରତ
- ଗ୍ରା. ପଦ୍ୟ. ବିଣ. — ନିରୁତ୍ସାହ — Hopeless; disappointed
- ଗ୍ରା. ପଦ୍ୟ. ବିଣ. — ବାଚକ ଉଠି ମହପାରୁଶ ଦେଖି ତାହା କିପାଇଁ ହେଉଛ ଉତ୍ସାହା। —ଭଞ୍ଜ, ବୈଦେହୀଶବିଳାସ।
- ଗ୍ରା. ପଦ୍ୟ. ବିଣ. — ଉତ୍ସାହୀ — Zealous