ଉତ୍ସାହଦାତା Utsāhadātā

  • ସଂ. ବିଣ. ପୁଂ. — ଉତ୍ସାହ ଦେବା (ବ୍ୟକ୍ତି)
  • ସଂ. ବି — କର୍ଯ୍ୟକ୍ଷେତ୍ରରେ ଯେ କୌଣସି ବ୍ୟକ୍ତିର ହୀତକାମୀରୂପେ ତାକୁ ଉତ୍ସାହ ଦିଅନ୍ତି; ପୃଷ୍ଠପୋଷକ