ଉତ୍ସାରଣ Utsāraṅa

  • ସଂ. ବି. (ଉତ୍+ସୃ ଧାତୁ.ଣିଚ ସାରି ଧାତୁ+ଭାବ.ଅନ) — ଦୂରୀକରଣ; ତଡ଼ିବା
  • ସଂ. ବି. (ଉତ୍+ସୃ ଧାତୁ.ଣିଚ ସାରି ଧାତୁ+ଭାବ.ଅନ) — ପଦାକୁ ବାହାର କରିବା — Bringing out
  • ସଂ. ବି. (ଉତ୍+ସୃ ଧାତୁ.ଣିଚ ସାରି ଧାତୁ+ଭାବ.ଅନ) — ବାଟରୁ ଆଡ଼େଇ ଦେବା — Clearing out of the way