ଉତ୍ସାଦିତ Utsādita

  • ସଂ. ବିଣ. (ଉତ୍+ସଦ ଧାତୁ. ଣିଚ+କର୍ମ. ତ) — ଉନ୍ମୁଳିତ; ବିନଷ୍ଟ — Ruined: eradicated
  • ସଂ. ବିଣ. (ଉତ୍+ସଦ ଧାତୁ. ଣିଚ+କର୍ମ. ତ) — ପରିଷ୍କୃତ; ନିର୍ମଳୀକୃତ — Cleansed