ଉତ୍ସଳିବା Utsaḻibā

  • ଦେ. କ୍ରି — ଉଚ୍ଛୁଳିବା; ଜଳ ବା ତୈଳ ଆଦି ପାତ୍ରରେ ସମ୍ଭାଳି ନ ହେବା
  • ଦେ. କ୍ରି — ବିକର୍ତ୍ତି ରାମ ପ୍ରେମନୀର ବହୁତ ଉତ୍ସଳିବାର ଆରମ୍ଭ। —ଭଞ୍ଜ, ବୌଦେହୀଶବିଳାସ।