ଉତ୍ସର୍ପଣ Utsarpaṇa
- ସଂ. ବି. (ଉତ୍=ଉପରକୁ+ସୃପ୍ ଧାତୁ=ଧୀରେ ଧୀରେ ଯିବା+ଭାବ. ଅନ) — ଉଲ୍ଲଙ୍ଘନ — Passing over; leaping over
- ସଂ. ବି. (ଉତ୍=ଉପରକୁ+ସୃପ୍ ଧାତୁ=ଧୀରେ ଧୀରେ ଯିବା+ଭାବ. ଅନ) — ଊର୍ଦ୍ଧ୍ୱଗମନ — Ascending; rising up
- ସଂ. ବି. (ଉତ୍=ଉପରକୁ+ସୃପ୍ ଧାତୁ=ଧୀରେ ଧୀରେ ଯିବା+ଭାବ. ଅନ) — ତ୍ୟାଗ — Abandonment