ଉତ୍ସର୍ଗ Utsarga
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ପରିତ୍ୟାଗ — Abandonment
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ଦାନ — Gift; present; donation
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ଦେବତା ଉଦ୍ଦେଶ୍ୟରେ ଦାନ ବା ନିବେଦନ — Offering to a Deity; oblation
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — (ବ୍ୟାକରଣ) ସାମାନ୍ୟବିଧି — (grammar) An ordinary rule
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ଯାଗବିଶେଷ — A sacrifice; a sacrificial offering
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ପୁରୀଷ ତ୍ୟାଗ (ପ୍ରକୃତିବାଦ) — Passing of stools
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — କୌଣସି ବ୍ୟକ୍ତି ବା ଦେବତାଙ୍କ ଉଦ୍ଦେଶ୍ୟରେ କୌଣସି ବସ୍ତୁକୁ ଉପହାର ଦେବାର ସଂକଳ୍ପ; ପାଣି ଛଡ଼ାଇବା — Dedication
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ମେଘବର୍ଷିବାର ପରିମାଣ — The quantity of rain or shower
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — ମେଘର ଗଭୀରତା ବା ବେଧ — Depth of a cloud.(ଯଥା —ମେଘର ଉତ୍ସର୍ଗ ଏତେ ଯୋଜନ)
- ସଂ. ବି. (ଉତ୍=ଉପରେ+ସୃଜ ଧାତୁ=ତ୍ୟାଗ କରିବା+ଭାବ. ଅ) — (ଯଥା —ମେଘର ଉତ୍ସର୍ଗ ଏତେ ଯୋଜନ)
- ଦେ. ବି — ଉଚ୍ଚତା — Elevation; height
- ଦେ. ବି — ଉତ୍ସର୍ଗରେ ଯେ ଆଠକୋଶ ସେ ଅଟଇ ଚାରିକୋଶ ଲମ୍ବ ବିସ୍ତାର ନରସାଇଁ। —କୃଷ୍ଣସିଂହ ମହାଭାରତ, ଦ୍ରୋଣ।