ଉତ୍ସର୍ଗ କରିବା Utsarga karibā

  • ଦେ. କ୍ରି — କୌଣସି ବସ୍ତୁକୁ ଦେବତାଙ୍କ ଉଦ୍ଦେଶ୍ୟରେ ଦାନ କରିବା ବା ପାଣିଛଡ଼ାଇ ଦେବା ବା ନିବେଦନ କରିବା — To dedicate a thing to a Deity; to offer as an oblation
  • ଦେ. କ୍ରି — ଦାନ କରିବା — To make a gift or present; to give a thing
  • ଦେ. କ୍ରି — କୌଣସି ବସ୍ତୁକୁ ଦେବତାଙ୍କୁ ଦେବା ନିମନ୍ତେ ସଂକଳ୍ପ କରିବା — To dedicate or to consecrate a thing to a deity
  • ଦେ. କ୍ରି — କୌଣସି ବଡ଼ଲୋକଙ୍କ ନାମରେ କୌଣସି ଗ୍ରନ୍ଥକୁ ଉପହାର ଦେବା — To dedicate a book
  • ଦେ. କ୍ରି — ବୃଷୋତ୍ସର୍ଗ କରିବା; ପ୍ରେତାତ୍ମାର ମୁକ୍ତି ନିମନ୍ତେ ମୃତ ବ୍ୟକ୍ତିର ଏକାଦଶାହ ଶ୍ରାଦ୍ଧ ଦିବସରେ ଗୋଟିଏ ବୃଷ ମହାଦେବଙ୍କୁ ଦାନ କରି ଛାଡ଼ି ଦେବା