ଉତ୍ସଙ୍ଗ Utsaṅga
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — କ୍ରୋଡ଼; କୋଳ — Lap; the haunch
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ବୈଧବ ବିଧୁରା ବାଳା ଲଭି ଆଲିଙ୍ଗନ, ପ୍ରାଣପତି ଉତ୍ସଙ୍ଗରେ କୁତୁହଳେ କରଇ ଶୟନ। —ମଧୁସୂଦନ, କବିତାବଳୀ, ନିଦ୍ରା
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — (+କର୍ମ. ଅ) ଊରୁ — Thigh
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ପର୍ବତର ଢାଲୁ — Acclivity; slope of a hill
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ହୃଦୟ; ବକ୍ଷସ୍ଥଳ — Bosom; breast
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ଆଲିଙ୍ଗନ — Embrace
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ଅନ୍ତର; ମଧ୍ୟଭାଗ — Interior
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ପର୍ବତର ଅଗ୍ରଭାଗ — Summit of a mountain
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ଊର୍ଦ୍ଧ୍ୱଭାଗ; ଊର୍ଦ୍ଧ୍ୱତନଭାଗ — Upper portion
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — କୋଠାର ଛାତ — Roof of a building
- ସଂ. ବି. (ଉତ୍+ସନ୍ଜ୍ ଧାତୁ=ଆଲିଙ୍ଗନ କରିବା+ଅଧିକରଣ. ଅ) — ଏକତ୍ର ମିଶ୍ରଣ — Admixture; association
- ସଂ. ବିଣ (+ଭାବ. ଅ) — ନିଃସଙ୍ଗ; ସଙ୍ଗରହିତ — Devoid of company