ଉତ୍ସଙ୍ଗିତ Utsaṅgita

  • ସଂ. ବିଣ. ପୁଂ (ଉତ୍ସଙ୍ଗ+ଇତ) — ଆଲିଙ୍ଗିତ — Embraced
  • ସଂ. ବିଣ. ପୁଂ (ଉତ୍ସଙ୍ଗ+ଇତ) — ଏକତ୍ରଜଡ଼ିତ — Admixed; associated
  • ସଂ. ବିଣ. ପୁଂ (ଉତ୍ସଙ୍ଗ+ଇତ) — ଉତ୍ସଙ୍ଗରେ ସ୍ଥାପିତ; ଉତ୍ସଙ୍ଗ ପ୍ରାପ୍ତ — Put on the lap; taken to the lap