ଉତ୍ଫୁଲ୍ଲ Utphulla

  • ସଂ. ବିଣ (ଉତ୍=ଉପରକୁ+ଫୁଲ୍ଲ ଧାତୁ=ବିକସିତ ହେବା+କର୍ତ୍ତୃ. ଅ) — ବିକସିତ — Blown; expanded; blooming
  • ସଂ. ବିଣ (ଉତ୍=ଉପରକୁ+ଫୁଲ୍ଲ ଧାତୁ=ବିକସିତ ହେବା+କର୍ତ୍ତୃ. ଅ) — ପ୍ରଫୁଲ୍ଲ; ଆନନ୍ଦିତ — Gladdened