ଉତ୍ପ୍ରାସନ Utprāsana

  • ସଂ. ବି. (ଉତ୍+ପ୍ର+ଅସ୍ ଧାତୁ=ଫୋପାଡ଼ିବା+ଭାବ.ଅ) — ଉପହାସ; ଥଟ୍ଟା — Joke; derision
  • ସଂ. ବି. (ଉତ୍+ପ୍ର+ଅସ୍ ଧାତୁ=ଫୋପାଡ଼ିବା+ଭାବ.ଅ) — ଈଷଦ୍ଧାସ; ଅଳ୍ପହାସ୍ୟ — Smile
  • ସଂ. ବି. (ଉତ୍+ପ୍ର+ଅସ୍ ଧାତୁ=ଫୋପାଡ଼ିବା+ଭାବ.ଅ) — ଉପହାସଜ୍ଞାପକ ଅଳଙ୍କାରବିଶେଷ — A figure of speech indicating ridicule or joke
  • ସଂ. ବି. (ଉତ୍+ପ୍ର+ଅସ୍ ଧାତୁ=ଫୋପାଡ଼ିବା+ଭାବ.ଅ) — ଉତ୍କ୍ଷେପ; ଉପରକୁ ଫୋପାଡ଼ିବା — Throwing up; ejecting