ଉତ୍ପାଦିତ Utpādita

  • ସଂ. ବିଣ (ଉତ୍=ପଦାକୁ; ଉପରକୁ+ପଦ୍ ଧାତୁ ଣିଚ୍=ଗତି କରାଇବା+କର୍ମ. ତ) — ଜନ୍ମ କରାଯାଇଥିବା; ଜନିତ — Begotten; brought into existence
  • ସଂ. ବିଣ (ଉତ୍=ପଦାକୁ; ଉପରକୁ+ପଦ୍ ଧାତୁ ଣିଚ୍=ଗତି କରାଇବା+କର୍ମ. ତ) — ଜନ୍ମପ୍ରାପ୍ତ; କୃତ — Produced; effected