ଉତ୍ପାଦଶୟନ Utpādaṡayana

  • ସଂ. ବି (ବହୁବ୍ରୀହି: ଉତ୍=ଉପରକୁ+ପାଦ=ଗୋଡ଼+ଶୟନ=ଶୋଇବା) — ଉପରକୁ ଗୋଡ଼ ଟେକି ଯେ ଶୟନ କରେ; ଟିଟ୍ଟିଭ ପକ୍ଷୀ