ଉତ୍ପାଦନ Utpādana

  • ସଂ. ବି (ଉତ୍=ଉପରକୁ+ପାଦି ଧାତୁ+ଭାବ. ଅନ) — ଜନ୍ମାଇବା; ଉତ୍ପତ୍ତିକରିବା — Production
  • ସଂ. ବି (ଉତ୍=ଉପରକୁ+ପାଦି ଧାତୁ+ଭାବ. ଅନ) — ପ୍ରସବକରଣ; ଜନନ; ଜାତକରିବା; ବେଇବା
  • ସଂ. ବି (ଉତ୍=ଉପରକୁ+ପାଦି ଧାତୁ+ଭାବ. ଅନ) — (ଗଛ ଆଦି) ଫଳିବା; ଫଳ ଧରିବା — Bearing fruits
  • ସଂ. ବି (ଉତ୍=ଉପରକୁ+ପାଦି ଧାତୁ+ଭାବ. ଅନ) — କୌଣସି ବସ୍ତୁର ଉତ୍ପତ୍ତିକରଣ — The causing of a thing to come into existence
  • ସଂ. ବି (ଉତ୍=ଉପରକୁ+ପାଦି ଧାତୁ+ଭାବ. ଅନ) — ଫଳରେ ଘଟାଇବା — Effecting; causing to happen; causing