ଉତ୍ପାତସାଗର Utpātasāgara

  • ସଂ. ବି — (ବଶିଷ୍ଠ ଋଷିଙ୍କ କୃତ) ଦୈବୀ ଅମଙ୍ଗଳମାନଙ୍କ ପୂର୍ବଚିହ୍ନମାନ ବର୍ଣ୍ଣିତ ହୋଇଥିବା ଜ୍ୟୋତିଷଗ୍ରନ୍ଥବିଶେଷ—