ଉତ୍ପାତମେଘ Utpātamegha

  • ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ) — ଉତ୍ପାତର ଲକ୍ଷଣସ୍ୱରୁପ ଅକାଳରେ ବହୁ ବୃଷ୍ଟି କରିବା ମେଘ ବା ଉଲ୍କାପୁଞ୍ଜଯୁକ୍ତ ମେଘ—
  • ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ) — (ଚଣ୍ଡୀପୁରାଣ — 10 — 29 ) — Clouds foreboding calamity, (e.g. raining untimely and ejecting shooting stars.)(ଚଣ୍ଡୀପୁରାଣ —10—29)
  • ସଂ. ବି (ମଧ୍ୟପଦଲୋପୀ କର୍ମଧାରୟ) — (ଚଣ୍ଡୀପୁରାଣ — 10 — 29 ) — (ଚଣ୍ଡୀପୁରାଣ —10—29)