ଉତ୍ପନ୍ନ Utpanna

  • ସଂ. ବିଣ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ତ) — ଜାତ — Born; produced; resulted from; brought forth
  • ସଂ. ବିଣ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ତ) — ଉଦିତ — Risen; sprung from
  • ସଂ. ବିଣ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ତ) — ଘଟିଥିବା — Occurred
  • ସଂ. ବିଣ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ତ) — (କର୍ମ+ତ)
  • ସଂ. ବିଣ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ତ) — ଲବ୍ଧ
  • ଦେ. ବି (ସଂ. ଉତ୍ପନ୍ନ) — ବୃକ୍ଷ ବା କ୍ଷ୍ରେତ୍ରରୁ ଉତ୍ପନ୍ନ ଫଳ ବା ଶସ୍ୟାଦି
  • ଦେ. ବି (ସଂ. ଉତ୍ପନ୍ନ) — ଆୟ — Income
  • ଦେ. ବି (ସଂ. ଉତ୍ପନ୍ନ) — ଲାଭ — Profit
  • ଦେ. ବି (ସଂ. ଉତ୍ପନ୍ନ) — ଜନ୍ମ; ଉତ୍ପତ୍ତି — Birth, origin
  • ଦେ. ବି (ସଂ. ଉତ୍ପନ୍ନ) — ଭୋ ମୁନି ହୋଇବା ପ୍ରସନ୍ନ, କହିବା ବେଦର ଉତ୍ପନ୍ନ —ଜଗନ୍ନାଥ, ଭାଗବତ , 12 । — ଭୋ ମୁନି ହୋଇବା ପ୍ରସନ୍ନ, କହିବା ବେଦର ଉତ୍ପନ୍ନ —ଜଗନ୍ନାଥ, ଭାଗବତ ,12