ଉତ୍ପନ୍ନି Utpanni

  • ଗ୍ରା. ବି. ଓ ବିଣ (ସଂ. ଉତ୍ପନ୍ନ) — କ୍ଷେତ୍ର ବା ବୃକ୍ଷରୁ ଉତ୍ପନ୍ନ ଫଳାଦି — Produce of a land or tree
  • ଗ୍ରା. ବି. ଓ ବିଣ (ସଂ. ଉତ୍ପନ୍ନ) — ଆୟ — Income
  • ଗ୍ରା. ବି. ଓ ବିଣ (ସଂ. ଉତ୍ପନ୍ନ) — ବାର୍ଷିକ ଆୟ — Annual income