ଉତ୍ପଦ୍ୟମାନ Utpadyamāna
- ସଂ. ବିଣ. ପୁଂ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ଆନ) — ଜାୟମାନ; ଯାହା ଜନ୍ମୁଅଛି — Being produced; being born
- ସଂ. ବିଣ. ପୁଂ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ଆନ) — ଉଦିତ ହେଉଥିବା — Rising
- ସଂ. ବିଣ. ପୁଂ. (ଉତ୍+ପଦ ଧାତୁ=ଘଟିବା+କର୍ତ୍ତୃ. ଆନ) — ଘଟୁଥିବା — Happening