ଉତ୍ପତ୍ତି Utpatti

  • ସଂ. ବି. (ଉତ୍=ଉପରକୁ+ପଦ୍ ଧାତୁ=ଘଟିବା; ଯିବା+ଭାବ. ତି) — ଉଦ୍ଭବ; ଜନ୍ମ; ଆବିର୍ଭାବ — Birth; production; generation
  • ସଂ. ବି. (ଉତ୍=ଉପରକୁ+ପଦ୍ ଧାତୁ=ଘଟିବା; ଯିବା+ଭାବ. ତି) — ଆରମ୍ଭ — Origin; beginning
  • ସଂ. ବି. (ଉତ୍=ଉପରକୁ+ପଦ୍ ଧାତୁ=ଘଟିବା; ଯିବା+ଭାବ. ତି) — ଘଟନା — Happening
  • ସଂ. ବି. (ଉତ୍=ଉପରକୁ+ପଦ୍ ଧାତୁ=ଘଟିବା; ଯିବା+ଭାବ. ତି) — ଉତ୍ପତନ; ଉପରକୁ ଉଠିବା — Rising up; ascending