ଉତ୍ପତ୍ତିସ୍ଥାନ Utpattisthāna

  • ସଂ. ବି( 6 ଷ୍ଠୀ ତତ୍) — ଜନ୍ନସ୍ଥାନ — Place of origin
  • ସଂ. ବି( 6 ଷ୍ଠୀ ତତ୍) — ନଦୀ ଆଦି ଯେଉଁଠାରୁ ବାହାରିଥାଏ — Source (of a river)
  • ସଂ. ବି( 6 ଷ୍ଠୀ ତତ୍) — ଆରମ୍ଭ — Beginning