ଉତ୍ପତିତା Utpatitā
- ସଂ. ବିଣ. ପୁଂ. (ଉତ୍=ଉପରକୁ+ପତ୍ ଧାତୁ=ଗତି କରିବା+କର୍ତ୍ତୃ. ତୃ. 1 ମା. 1 ବ.) — ଡେଉଁଥିବା — Jumping; leaping up
- ସଂ. ବିଣ. ପୁଂ. (ଉତ୍=ଉପରକୁ+ପତ୍ ଧାତୁ=ଗତି କରିବା+କର୍ତ୍ତୃ. ତୃ. 1 ମା. 1 ବ.) — ଊର୍ଦ୍ଧ୍ୱଗାମୀ — Ascending; going up
- ସଂ. ବିଣ. ସ୍ତ୍ରୀ — ଉତ୍ପତିତର ସ୍ତ୍ରୀଲିଙ୍ଗ