ଉତ୍ପଞ୍ଚିବା Utpan̄chibā

  • ଦେ. କ୍ରି. (ସଂ. ଉତ୍+ପତ୍ ଧାତୁ) — ଉପରକୁ ଡେଇଁବା — To jump high
  • ଦେ. କ୍ରି. (ସଂ. ଉତ୍+ପତ୍ ଧାତୁ) — ଆକାଶ ଉଡ଼ି ଚାଲିଯିବା — To fly away