ଉତ୍ପକ୍ଷ୍ମ Utpakshma

  • ସଂ. ବିଣ ପୁଂ. (ବହୁବ୍ରୀହି; ଉତ୍=ଊର୍ଦ୍ଧ୍ୱକୁ+ପକ୍ଷ୍ମ=ଆଖିପତା) — ଆଗ୍ରହାତିଶଯ୍ୟରେ ଯେ ଆଖି ପତାକୁ ଉପରକୁ ଉଠାଇ ଥାଏ