ଉତ୍ଥିତ ହେବା Utthita hebā
- ଦେ. କ୍ରି. (ସଂ. ଉତ୍ଥିତ) — ଉଠିବା — To rise up; to get up
- ଦେ. କ୍ରି. (ସଂ. ଉତ୍ଥିତ) — ଘଟିବା — To crop up; to occur
- ଦେ. କ୍ରି. (ସଂ. ଉତ୍ଥିତ) — ନିର୍ଗତ ହେବା — To issue from
- ଦେ. କ୍ରି. (ସଂ. ଉତ୍ଥିତ) — ଉପରକୁ ଉଠିବା — To rise up
- ଦେ. କ୍ରି. (ସଂ. ଉତ୍ଥିତ) — ନିଦରୁ ଉଠିବା — To get up from sleep
- ଦେ. କ୍ରି. (ସଂ. ଉତ୍ଥିତ) — ବସିବା ଯାଗାରୁ ଉଠିବା — To rise up from one's seat