ଉତ୍ଥାପିତ Utthāpitā

  • ସଂ. ବିଣ (ଉତ୍=ଉପରେ+ସ୍ଥାପିତ=ରଖାଯିବା; ସନ୍ଧି ଯୋଗୁଁ ତ+ସ୍ଥା=ତ୍ଥା) — ଆଗତ କରାଯାଇଥିବା; ଉପସ୍ଥାପିତ — (proposal) Raised; introduced; proposed; substituted
  • ସଂ. ବିଣ (ଉତ୍=ଉପରେ+ସ୍ଥାପିତ=ରଖାଯିବା; ସନ୍ଧି ଯୋଗୁଁ ତ+ସ୍ଥା=ତ୍ଥା) — ଉତ୍ତୋଳିତ; ଉପରକୁ ଉଠା ଯାଇଥିବା — Drawn up; lifted
  • ସଂ. ବିଣ (ଉତ୍=ଉପରେ+ସ୍ଥାପିତ=ରଖାଯିବା; ସନ୍ଧି ଯୋଗୁଁ ତ+ସ୍ଥା=ତ୍ଥା) — ନିଦରୁ ଉଠାଯାଇ ଥିବା — Awakened from sleep