ଉତ୍ଥାପନ Utthāpana

  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — 'ଉତ୍ଥାନ'ର ଣିଜନ୍ତ ରୂପ
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — ଉତ୍ତୋଳନ; ଉପରକୁ ଉଠାଇବା — Lifting up; raising up
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — ନିଦରୁ ଉଠାଇବା; ପ୍ରବୋଧନ; ନିଦ ଭଙ୍ଗାଇବା — Awakening a person from sleep
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — ପ୍ରସ୍ତାବନା — Proposing; proposal
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — ଉପସ୍ଥାପିତ କରିବା — Introducing
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — ଉପରେ ରଖିବା — Placing over
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — (ଗଣିତ) ଏକ ସଂଖ୍ୟା ପରିବର୍ତ୍ତରେ ଅନ୍ୟ ରାଶିର ସ୍ଥାପନ — (mathematics) Substitution
  • ସଂ. ବି. (ଉତ୍=ଉପରେ+ସ୍ଥା ଧାତୁ ଣିଚ; ସ୍ଥାପି ଧାତୁ=ସ୍ଥାପନ କରିବା+ଭାବ. ଅନ) — କ୍ଷୋଭଣ; ହଲାହଲି କରିବା — Stirring