ଉତ୍ଥାପକ Utthāpaka

  • ସଂ. ବିଣ. ପୁଂ (ଉତ୍=ଉପରେ=ସ୍ଥା ଧାତୁ ଣିଚ) ସ୍ଥାପି ଧାତୁ=ସ୍ଥାପିବା+କର୍ତ୍ତୃ. ଅକ) — ଯେ ଉଠାଏ ବା ଉତ୍ତୋଳନ କରେ — Lifting up; one who raises another; one who draws up or lifts
  • ସଂ. ବିଣ. ପୁଂ (ଉତ୍=ଉପରେ=ସ୍ଥା ଧାତୁ ଣିଚ) ସ୍ଥାପି ଧାତୁ=ସ୍ଥାପିବା+କର୍ତ୍ତୃ. ଅକ) — ପ୍ରସ୍ତାବକ — Proposer; one who introduces (a subject)
  • ସଂ. ବିଣ. ପୁଂ (ଉତ୍=ଉପରେ=ସ୍ଥା ଧାତୁ ଣିଚ) ସ୍ଥାପି ଧାତୁ=ସ୍ଥାପିବା+କର୍ତ୍ତୃ. ଅକ) — ପ୍ରବୋଧକ; ଯେ ନିଦରୁ ଉଠାଏ — Rousing a person from sleep