ଉତ୍ତେଜନା Uttejanā

  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ଶାଣାଦିଦ୍ୱାରା ତୀକ୍ଷଣ କରିବା; ପଜେଇବା — Sharpening; whetting
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ଉତ୍ସାହ — Enthusiasm
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ମତାଇବା; ପ୍ରବର୍ତ୍ତନ — Instigation
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ମନର ଚାଞ୍ଚଲ୍ୟ — Excitement
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ଧମକାଇବା; ଧମକାଣ — Threatening
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ଉଦ୍ଦୀପନ — Exciting; stimulating
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — (ବିଜ୍ଞାନପରିଭାଷା) ଉଦ୍ଦୀପନକାରିଣୀ ଶକ୍ତି — Stimulus
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ପ୍ରୋତ୍ସାହିତ କରିବା; ଉତ୍ସାହଦାନ — Goading into action; encouraging
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ଉତ୍ପୀଡ଼ନ; ଉପଦ୍ରବ କରିବା — Oppression
  • ସଂ. ବି. (ଉତ୍=ଉପରକୁ; ସମ୍ୟକ୍+ତିଜ=ତେଜିବା; ତୀକ୍ଷ୍ଣ କରିବା+ଭାବ. ଅନ+ସ୍ତ୍ରୀ. ଆ) — ରଗାଇବା; ଚିଡ଼ାଇବା — Irritating