ଉତ୍ତୁରୁଡ଼ି Uturuṟḍ̠i

  • ଦେ. ବି. — ଅର୍କାଦି ବର୍ଗର ବନ୍ୟ ଲତା (ପ୍ରତ୍ୟେକ ଫୁଲରେ ଛେଳି ଚିର ଭଳି ଏକ ଯୋଡ଼ା ଫଳ ହୁଏ। ଫଳ ଦୁର୍ଗନ୍ଧ ଓ ଲୋମଶ ଏବଂ ଫୁଲ ଆପୀତ। ଏଥିର ସନ୍ଥା ବଥ ମୁହଁରେ ଭରି ଦେଲେ ବଥ ଭିତର ଉତ୍ତମରୂପେ ପାଚି ଘୋଳି ଯାଏ; ସନ୍ଥା କାଢ଼ି ଦେବା ମାତ୍ରକେ ପୂଜ ଆଦି ସେହି ଛିଦ୍ର ବାଟେ ବାହାରି ଆସି ବଥ ଶୁଖିଯାଏ)