ଉତ୍ତୀର୍ଣ୍ଣ Uttīrṇṇa
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — (ନଦୀ ଆଦି) ପାର ହୋଇଥିବା; ପାରଗତ; ଡେଇଁଥିବା; ଟପିଥିବା — Having crossed; having come across; come over; got over
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — ଉତ୍ଥିତ — Risen
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — ନିର୍ଗତ — Issued; passed sucessfully
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — ଅତିକ୍ରାନ୍ତ — Expired
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — ମୁକ୍ତ — Delivered; rescued
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — ଉତୁରିଥିବା; ଅବତୀର୍ଣ୍ଣ; ଉପସ୍ଥିତ — Arrived; got down
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — ନିଷ୍କୃତିପ୍ରାପ୍ତ — Realeased
- ସଂ. ବିଣ. (ଉତ=ଉପରକୁ+ତୃ ଧାତୁ=ପାରି ହେବା+କର୍ମ. ତ) — କୃତକାର୍ଯ୍ୟ; ଶେଷ ପରୀକ୍ଷାରେ ପାଶ୍ କରିବା — Passed an examination successfully; successful