ଉତ୍ତାରିବା Uttāribā
- ଦେ. କ୍ରି (ସଂ. ଉତ୍ତରଣ) — ନକଲ କରିବା — To copy; to transcribe
- ଦେ. କ୍ରି (ସଂ. ଉତ୍ତରଣ) — ଗୋଟିଏ ସରସ ନାଟକ ରଚନା କରି ତାକୁ ନିଜ ହସ୍ତରେ ଉତ୍ତାରି। —ମଧୁସୂଦନ, ଉତ୍ତରରାମଚରିତ।
- ଦେ. କ୍ରି (ସଂ. ଉତ୍ତରଣ) — (ଛାଲ) କାଢ଼ିବା — To draw out (the skin), extract
- ଦେ. କ୍ରି (ସଂ. ଉତ୍ତରଣ) — ଓହ୍ଲାଇ ଦେବା — To put down; to cause to alight or get down
- ଦେ. କ୍ରି (ସଂ. ଉତ୍ତରଣ) — ବିକ୍ରମି ନଭେ ପାବନି, ପ୍ରବେଶ ଯୁଦ୍ଧ ଅବନୀ; ବେନି ମନ୍ତ୍ରୀ ଶିର ଉତ୍ତାରିଲେ ଯେ। —ଭଞ୍ଜ, ବୈଦେହୀଶବିଳାଶ।
- ଦେ. କ୍ରି (ସଂ. ଉତ୍ତରଣ) — ତଳକୁ ଖସାଇ ପକାଇବା — To fell; to bring down
- ଦେ. କ୍ରି (ସଂ. ଉତ୍ତରଣ) — ଶିର ଉତ୍ତାରି ଯା ଅରିଙ୍କି ନ ଦେଲା ବ୍ରଣ ଜ୍ଞାନ ଅବସରି। —ରାଧାନାଥ, ପାର୍ବତୀ।
- ଦେ. କ୍ରି (ସଂ. ଉତ୍ତରଣ) — ଚୁଲିରୁ ଓହ୍ଲାଇବା — To bring down from the fire-place
- ଦେ. କ୍ରି (ସଂ. ଉତ୍ତରଣ) — କ୍ଷୀର ଉତ୍ତାରି ଗୋପବାଳୀ, ପୁଣି ମନ୍ଥନ ସ୍ଥାନେ ମିଳି —ଜଗନ୍ନାଥ ଭାଗବତ, 10 ମ। — କ୍ଷୀର ଉତ୍ତାରି ଗୋପବାଳୀ, ପୁଣି ମନ୍ଥନ ସ୍ଥାନେ ମିଳି —ଜଗନ୍ନାଥ ଭାଗବତ,10ମ
- ଦେ. କ୍ରି (ସଂ. ଉତ୍ତରଣ) — ବାହାର କରି ଦେବା; କାଢ଼ିବା — To take away; to draw away
- ଦେ. କ୍ରି (ସଂ. ଉତ୍ତରଣ) — କାହାର ବସନ ଉତ୍ତାରି, ବିକୃତ ବେଶ ତାକୁ କରି। —ଜଗନ୍ନାଥ ଭାଗବତ, 9 ମ। — କାହାର ବସନ ଉତ୍ତାରି, ବିକୃତ ବେଶ ତାକୁ କରି —ଜଗନ୍ନାଥ ଭାଗବତ,9ମ
- ଦେ. କ୍ରି (ସଂ. ଉତ୍ତରଣ) — (ଲୁଗା) ପାଲଟିବା — To put off (one's cloth)