ଉତ୍ତାପିତ Uttāpita

  • ସଂ. ବିଣ (ଉତ୍+ତାପି ଧାତୁ=ତତାଇବା+କର୍ମ.ତ) — ଉତ୍ତାପଯୁକ୍ତ; ଗରମ କରାଯାଇଥିବା — Made hot; heated
  • ସଂ. ବିଣ (ଉତ୍+ତାପି ଧାତୁ=ତତାଇବା+କର୍ମ.ତ) — ଉଷୁମ; ଉଷ୍ଣତାଯୁକ୍ତ — Hot; warm