ଉତ୍ତରୀୟ Uttarīya

  • ସଂ. ବି (ଉତ୍ତର=ଉପରିସ୍ଥ ଅଙ୍ଗ+ଇଦମର୍ଥେ. ଈୟ) — ନାଭିଦେଶର ଊର୍ଦ୍ଧ୍ୱସ୍ଥିତ ଅଙ୍ଗର ଆଚ୍ଛାଦନବସ୍ତ୍ର; ଉତୁରି; ପାଛୁଡ଼ା; ଚାଦର; ଦୋସଡ଼ା; ଏକପଟା