ଉତ୍ତରାୟଣ Uttarāyaṇa
- ସଂ. ବି (କର୍ମଧା; ଉତ୍ତର=ଶେଷ+ଅୟନ=ପଥ; ଗତି) — ସୂର୍ଯ୍ୟଙ୍କର ବିଷୁବରେଖାର ଉତ୍ତରରେ ଥିବା ମାର୍ଗ ( 23 / 24 ଡିସେମ୍ବରଠାରୁ 27 ଜୁନ୍ ଯାଏ; ମକର ସଂକ୍ରାନ୍ତିଠାରୁ ଶ୍ରାବଣସଂକ୍ରାନ୍ତି ଯାଏଁ) — ସୂର୍ଯ୍ୟଙ୍କର ବିଷୁବରେଖାର ଉତ୍ତରରେ ଥିବା ମାର୍ଗ (23/24ଡିସେମ୍ବରଠାରୁ27ଜୁନ୍ ଯାଏ; ମକର ସଂକ୍ରାନ୍ତିଠାରୁ ଶ୍ରାବଣସଂକ୍ରାନ୍ତି ଯାଏଁ)—. The period during which the sun moves north of the equator (December to June.)
- ସଂ. ବି (କର୍ମଧା; ଉତ୍ତର=ଶେଷ+ଅୟନ=ପଥ; ଗତି) — ସୂର୍ଯ୍ୟଙ୍କର ବିଷୁବରେଖାର ଉତ୍ତରକୁ ଗତି — The northward course of the sun. the annual motion of the sun towards the north of the equator
- ସଂ. ବି (କର୍ମଧା; ଉତ୍ତର=ଶେଷ+ଅୟନ=ପଥ; ଗତି) — [ଦ୍ର—ଉତ୍ତରାୟଣରେ ମନୁଷ୍ୟ ମୃତ ହେଲେ ଦେବଲୋକ ପ୍ରାପ୍ତ ହୁଏ ଓ ପୁନର୍ଜନ୍ମ ଲାଭ କରେ ନାହିଁ। ଏଥି ପାଇଁ କୁରୁକ୍ଷେତ୍ର ଯୁଦ୍ଧରେ ଭୀଷ୍ମ ନିହତ ହୋଇଥିଲେ ହେଁ ଉତ୍ତରାୟଣ ହେବା ପର୍ଯ୍ୟନ୍ତ ସେ ଶରଶଯ୍ୟାରେ ଥାଇ ମରଣକୁ ଅପେକ୍ଷା କରିଥିଲେ। ଏହା ଦେବତାମାନଙ୍କର ଦିନ ଓ ଅସୁରମାନଙ୍କର ରାତି।]