ଉତ୍ତରାୟଣାନ୍ତବୃତ୍ତ Uttarāyaṇāntabṛutta
- ସଂ. ବି. (ଭୂଗୋଳପରିଭାଷା) — କର୍କଟକ୍ରାନ୍ତିବୃତ୍ତ; ସୂର୍ଯ୍ୟଙ୍କ ଉତ୍ତରଗତିର ସୀମା ନିରୂପକ ରେଖା; ବିଷୁବରେଖାର 23 ୳ ଅଂଶ ଉତ୍ତରରେ ଯେଉଁ ଅକ୍ଷରେଖା କଳ୍ପିତ ହୋଇଅଛି — କର୍କଟକ୍ରାନ୍ତିବୃତ୍ତ; ସୂର୍ଯ୍ୟଙ୍କ ଉତ୍ତରଗତିର ସୀମା ନିରୂପକ ରେଖା; ବିଷୁବରେଖାର23୳ ଅଂଶ ଉତ୍ତରରେ ଯେଉଁ ଅକ୍ଷରେଖା କଳ୍ପିତ ହୋଇଅଛି