ଉତ୍ତରାମେଘ Uttarāmegha

  • ଦେ. ବି. — ଉତ୍ତରରୁ ଉଠାଇ ଦକ୍ଷିଣକୁ ଗତି କରିବା ମେଘ
  • ଦେ. ବି. — [ଦ୍ର—ମେଘ ଉତ୍ତରରୁ ଉଠାଇ ଦକ୍ଷିଣକୁ ଗତି କଲେ ଶୀଘ୍ର ବର୍ଷା ହୁଏ।]