ଉତ୍ତରାଭାସ Uttarābhāsa

  • ସଂ. ବିଣ. ( 6 ଷ୍ଠୀ ତତ୍; ଉତ୍ତର=ଦୋଷଖଣ୍ଡନ+ଆଭାସ=ସଦୃଶ ହେବା) — — 1 । (ଆଇନ୍) ଅସଦୁତ୍ତର — 1 (ଆଇନ୍) ଅସଦୁତ୍ତର
  • ସଂ. ବିଣ. ( 6 ଷ୍ଠୀ ତତ୍; ଉତ୍ତର=ଦୋଷଖଣ୍ଡନ+ଆଭାସ=ସଦୃଶ ହେବା) — (ଆଇନ୍) ପ୍ରତିବାଦୀର ମିଛ ଜବାବ — (law) False written statement of a defendant
  • ସଂ. ବିଣ. ( 6 ଷ୍ଠୀ ତତ୍; ଉତ୍ତର=ଦୋଷଖଣ୍ଡନ+ଆଭାସ=ସଦୃଶ ହେବା) — [ଦ୍ର —ହିନ୍ଦୁ ସ୍ମୃତି ଅନୁସାରେ ଉତ୍ତରାଭାସ ବା ପ୍ରତିବାଦୀର ମିଥ୍ୟା ଜବାବ ଏଗାର ପ୍ରକାର ଅଟେ। ଯଥା 1 । ସଂଦିଗ୍ଧ; 2 . ଅପ୍ରକୃତ; 3 . ଅତ୍ୟଳ୍ପ, 4 . ଅତ୍ୟଧିକ, 5 . ପକ୍ଷୈକଦେଶବ୍ୟାପୀ; 6 . ବ୍ୟସ୍ତପଦ; 7 . ଅବ୍ୟାପୀ; 8 . ନିଗୂଢ଼ାର୍ଥ; 9 . ଆକୁଳ; 10 . ବ୍ୟାଖ୍ୟାଗମ୍ୟ ଓ 11 .ଅସାର—ହିନ୍ଦି. ଶବ୍ଦସାଗର।] — [ଦ୍ର —ହିନ୍ଦୁ ସ୍ମୃତି ଅନୁସାରେ ଉତ୍ତରାଭାସ ବା ପ୍ରତିବାଦୀର ମିଥ୍ୟା ଜବାବ ଏଗାର ପ୍ରକାର ଅଟେ ଯଥା1 ସଂଦିଗ୍ଧ;2. ଅପ୍ରକୃତ;3. ଅତ୍ୟଳ୍ପ,4. ଅତ୍ୟଧିକ,5. ପକ୍ଷୈକଦେଶବ୍ୟାପୀ;6. ବ୍ୟସ୍ତପଦ;7. ଅବ୍ୟାପୀ;8. ନିଗୂଢ଼ାର୍ଥ;9. ଆକୁଳ;10. ବ୍ୟାଖ୍ୟାଗମ୍ୟ ଓ11.ଅସାର—ହିନ୍ଦି. ଶବ୍ଦସାଗର]