ଉତ୍ତରପକ୍ଷ Uttarapaksha
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — ପ୍ରଶ୍ନକର୍ତ୍ତାର ପ୍ରଶ୍ନର ଉତ୍ତର ପ୍ରଦାନ; କୌଣସି ପ୍ରଶ୍ନର ମୀମାଂସା — Answer to an opponent's objection; conclusive reply to an argument
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — ପରବର୍ତ୍ତୀ ପନ୍ଦର ଦିନ — Last lunar fortnight of the month; next fortnight
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — ଗୋଟିଏ ପ୍ରଶ୍ନର ବିପରୀତ ପକ୍ଷ — The other side of a question
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — ଉତ୍ତରରେଥିବା ପାଖ — The northern side
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — ବାମ ପାଖ — The left side (M.W.)
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — (ନ୍ୟାୟ) ସିଦ୍ଧାନ୍ତ ବା ପ୍ରତିଜ୍ଞାର ଦ୍ୱିତୀୟ ଅଂଶ ବା ଦତ୍ତ ବାକ୍ୟଚୟ — (Logic) The second or following part of an argument; the minor proposition of a syllogism
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — (ପୂର୍ବପକ୍ଷ ବିପରୀତ)
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — (ନ୍ୟାୟ) ପୂର୍ବପକ୍ଷର ନିରାସକ ପକ୍ଷ
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — (ନ୍ୟାୟ) ସିଦ୍ଧାନ୍ତପକ୍ଷ — (Logic) The conclusion or demonostrated truth of an argument
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — (ହିନ୍ଦୁ ସ୍ମୃତି) ମକଦ୍ଦମାରେ ପ୍ରତିବାଦୀ
- ସଂ. ବି. (ଉତ୍ତର=ପୂର୍ବବର୍ତ୍ତୀ+ପକ୍ଷ=ପ୍ରତି ବଚନ) — 10 . (ହିନ୍ଦୁ ସ୍ମୃତି) ମକଦ୍ଦମାରେ ପ୍ରତିବାଦୀର ଜବାବ— — 10. (ହିନ୍ଦୁ ସ୍ମୃତି) ମକଦ୍ଦମାରେ ପ୍ରତିବାଦୀର ଜବାବ