ଉତ୍ତରଧ୍ରୁବ Uttaradhruba

  • ସଂ. ବି — ଉତ୍ତରଦିଗସ୍ଥ ଧ୍ରୁବ ନକ୍ଷତ୍ର; ପୃଥିବୀର ଉତ୍ତର କେନ୍ଦ୍ରର ମୁଣ୍ଡ ଉପରେ ଥିବା ନକ୍ଷତ୍ର
  • ସଂ. ବି — [ଦ୍ର —ଦକ୍ଷିଣକେନ୍ଦ୍ର ଉପରେ ମଧ୍ୟ ଏହିପରି ଗୋଟିଏ ତାରା ଅଛି; ଏହା ଦକ୍ଷିଣ ଦିଗବଳୟର ଅନେକ ତଳେ ଥିବାରୁ ଭାରତକୁ ଦେଖା ଯାଏ ନାହିଁ। ଏହାର ନାମ ଦକ୍ଷିଣ ଧ୍ରୁବ; ଏହା ଦକ୍ଷିଣ ଆମେରିକା ପ୍ରଭୃତି ସ୍ଥାନରେ ଦେଖାଯାଏ। ନକ୍ଷତ୍ର ତଳେ ନୋଟ ଦେଖ।]